ଏଣିକି ପଞ୍ଚମ ଓ ଅଷ୍ଟମରେ ସପ୍ଲିମେଣ୍ଟାରି ପରୀକ୍ଷା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଏଣିକି ପଞ୍ଚମ ଓ ଅଷ୍ଟମରେ ହେବ ସପ୍ଲିମେଣ୍ଟାରି ପରୀକ୍ଷା। ଫେଲ୍‌ ହେଲେ ମାଟ୍ରିକ ପରି ସପ୍ଲିମେଣ୍ଟାରି ଦେବେ ଛାତ୍ରଛାତ୍ରୀ। ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ, ପଞ୍ଚମ ଓ ଅଷ୍ଟମରେ ୫୦ ମାର୍କର ପରୀକ୍ଷା ଦେବେ। ପରୀକ୍ଷାରେ ପାସ୍‌ ନ କଲେ ସପ୍ଲିମେଣ୍ଟାରି ଦେବେ। ଜିଲ୍ଲାସ୍ତରରେ ପ୍ରଶ୍ନ ଛପାଯିବ, ପରୀକ୍ଷା ଦିନ ସ୍କୁଲ ପହଞ୍ଚିବ। ପରୀକ୍ଷା ତଦାରଖ ପାଇଁ ୩ ସ୍ତରୀୟ କମିଟି ଗଠନ କରାଯାଇଛି।

powered by social2s