ସାଇବର ଠକେଇ ଯୋଜନା ପଣ୍ଡ; ୩୦ ଅଟକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ଜିଲ୍ଲା ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଏକ ହୋଟେଲରେ ଚଢ଼ାଉ କରି ୩୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛି ପୋଲିସ। ଅଟକ ୩୦ ବ୍ୟକ୍ତି ପଶ୍ଚିମବଙ୍ଗର ହୋଇଥିବା ସୂଚନା। ବଡ଼ ଧରଣର ସାଇବର ଠକେଇ ଯୋଜନା କରୁଥିବା ସୂଚନା।

powered by social2s