ବୌଦ୍ଧରୁ ବାଘଛାଲ ଜବତ, ଦୁଇ ଗିରଫ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବୌଦ୍ଧ: ବୌଦ୍ଧ ଜିଲ୍ଲା ବରପାଲି ରାସ୍ତାରୁ ଏକ କଲରାପତରିଆ ବାଘଛାଲ ଜବତ କରାଯାଇଛି। ବାଘଛାଲ ବିକ୍ରି ପାଇଁ ଯୋଜନା ଚାଲିଥିବା ବେଳେ ଦୁଇ ଜଣଙ୍କୁ ଧରିଲା ସ୍ଵତନ୍ତ୍ର ଟାସ୍କ ଫୋର୍ସ। ଦୁଇ ଅଭିଯୁକ୍ତ ପ୍ରକାଶ କହ୍ନର ଓ ରଞ୍ଜିତ ଭକ୍ତ ।

powered by social2s