ସୁନ୍ଦରଗଡ଼ ବଡ଼ଗାଁ ପଞ୍ଚାୟତ ଲକଡାଉନ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ପଞ୍ଚାୟତ ଆଜିଠୁ ୧୭ ତାରିଖ ୩ ଦିନ ଲକଡାଉନ୍ ଘୋଷଣା କଲେ ସରପଞ୍ଚ ।

ପଂଚାୟତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପଦକ୍ଷେପ ନିଆଯାଉଛି ।

ରବିବାର ସାପ୍ତାହିକ ହାଟ, ଗୁରୁବାର ବସୁ ଥିବା ହାଟଲି ହାଟ ବନ୍ଦ ପାଇଁ ନିର୍ଦ୍ଦେଶ ।

powered by social2s