ଭୁବନେଶ୍ବର: ବାତ୍ୟା ମୋନ୍ଥା ପ୍ରଭାବରେ ଭଦ୍ରକ ଚାନ୍ଦବାଲିରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଚାନ୍ଦବାଲିରେ ୫୧.୭ ମିଲିମିଟର ବର୍ଷା ହୋଇଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ୫୧ ମି.ମି ବର୍ଷା ହୋଇଛି। ଯାଜପୁରରେ ୪୨.୪ ମି.ମି ଓ ଭଦ୍ରକରେ ୩୭ ମି.ମି ବର୍ଷା ହୋଇଥିବା ସୂଚନା। କୋରାପୁଟରେ ୩୬ ମି.ମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
powered by social2s

