ଭୁବନେଶ୍ବର: ସୁଭଦ୍ରା ଯୋଜନାର ନୂଆ ହିତାଧିକାରୀମାନେ ମାର୍ଚ୍ଚ ୮ ତାରିଖରେ ଟଙ୍କା ପାଇବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ଯେ, ନୂଆ ହିତାଧିକାରୀମାନେ ଦୁଇଟି କିସ୍ତିର ଟଙ୍କା ଏକସାଥିରେ ପାଇବେ। ଆଜିଠାରୁ ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଏହି ପ୍ରକ୍ରିୟା ଏକ ମାସ ପର୍ଯ୍ୟନ୍ତ ଚାଲିବ। ଯେସବୁ ମହିଳାଙ୍କ ବୟସ ୨୧ ବର୍ଷ ପୂର୍ଣ୍ଣ ହୋଇଛି, ସେମାନେ ଏହି ଯୋଜନା ପାଇଁ ଆବେଦନ କରିପାରିବେ।
powered by social2s

