ଉପର ପଡ଼ିଆରେ ବି ହେବ ବାଲିଯାତ୍ରା; ରହିବ ୨୦୦ଟି ଷ୍ଟଲ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ଚଳିତ ବର୍ଷ କଟକରେ ତଳ ପଡ଼ିଆ ସହ ଉପର ପଡ଼ିଆରେ ବି ହେବ ବାଲିଯାତ୍ରା। ଏହି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ। ରିହାତି ଦରରେ ବ୍ୟବସାୟୀଙ୍କୁ ଉପର ପଡ଼ିଆରେ ଦିଆଯିବ ଷ୍ଟଲ। ଉପର ପଡ଼ିଆ ପାଇଁ ୨୦୦ଟି ଷ୍ଟଲ୍ ଥିବା କହିଲେ ଜିଲ୍ଲାପାଳ।

powered by social2s