ପାଇଖାନା ଟାଙ୍କିରେ ପଡ଼ି ୩ ଶିଶୁ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନରସିଂହପୁର: ପାଇଖାନା ଟାଙ୍କିରେ ପଡ଼ି ତିନି ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। କଟକ ଜିଲ୍ଲା ବଡ଼ମ୍ବା ଥାନା ରଗଡ଼ିପଡ଼ାରେ ଘଟିଛି ଅଘଟଣ। ମାମୁଘରକୁ ବୁଲି ଆସିଥିଲା ବେଳେ ପାଇଖାନା ଟାଙ୍କିରେ ପଡ଼ିଯାଇଥିଲେ। ୩ ମୃତକଙ୍କ ମଧ୍ୟରେ ୨ ନାବାଳକ, ଜଣେ ନାବାଳିକାଶ ପାଇଖାନା ଟାଙ୍କି ପାଖରେ ଖେଳିଲା ବେଳେ ଏହି ଘଟଣା ଘଟିଛି।

powered by social2s