ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଓସ୍ତପୁର ଓ କୋଟପଲାରେ ଉତ୍ତେଜନା ପ୍ରକାଶ ପାଇଛି। ଢେଲା ପଥର ମାଡ଼ ସହ ଦୋକାନ ପୋଡ଼ିଦେଲେ ଉତ୍ୟକ୍ତ ଲୋକେ। ସୀମା ବିବାଦକୁ ନେଇ ୩ ମାସ ଯାଏଁ ୧୬୩ ଧାରା ଲାଗୁ କରାଯାଇଛି।
powered by social2s