ଧାନ କ୍ବିଣ୍ଟାଲ ପିଛା ଅଧିକ ୬୯ ଟଙ୍କା ଦେବାକୁ ଓଡ଼ିଶା ସରକାରଙ୍କ ନିଷ୍ପତ୍ତି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଧାନ କ୍ବିଣ୍ଟାଲ ପିଛା ଅଧିକ ୬୯ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଚଳିତ ଖରିଫ ଋତୁରେ କ୍ୱିଣ୍ଟାଲ ପିଛା ଅଧିକ ଟଙ୍କା ପାଇବେ.ଚାଷୀ। ବର୍ଦ୍ଧିତ ସର୍ବନିମ୍ନ ସହାୟକ ମୂଲ୍ୟ ଅନୁଯାୟୀ ଚାଷୀଙ୍କୁ ମିଳିବ ଅଧିକ ୬୯ ଟଙ୍କା। ୩୧୦୦ ବଦଳରେ କ୍ୱିଣ୍ଟାଲ ପିଛା ୩୧୬୯ ଟଙ୍କା ଦେବେ ରାଜ୍ଯ ସରକାର। ଗ୍ରେଡ଼ `ଏ' ଧାନ କ୍ୱିଣ୍ଟାଲ ପିଛା ମିଳିବ ୩୧୮୯ ଟଙ୍କା।

powered by social2s