ଏପ୍ରିଲ ୧୯ ରୁ ଓଡ଼ିଶାର ସବୁ ଉଛଶିକ୍ଷା ଅନୁଷ୍ଠାନ କ୍ଲାସ ବନ୍ଦ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆସନ୍ତା ୧୯ରୁ ଓଡିଶା ଉଚ୍ଚଶିକ୍ଷା ଅନୁଷ୍ଠାନ ର ସମସ୍ତ କ୍ଲାସ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଅନୁଯାୟୀ ଉଚ୍ଚଶିକ୍ଷା ଅନୁଷ୍ଠାନର ସମୟ ପରୀକ୍ଷା ସ୍ଥଗିତ ରହିବ। ପରିସ୍ଥିତି କୁ ଦେଖି ପରେ ପରୀକ୍ଷା ସମୟ ଧାର୍ଯ୍ୟ କରାଯିବ ବୋଲି ବିଜ୍ଞପ୍ତି ରେ ପ୍ରକାଶ କରାଯାଇଛି। ତେଣୁ ୧୯ ତାରିଖ ସୁଦ୍ଧା ସମସ୍ତ ହଷ୍ଟେଲ ଖାଲି କରିବାକୁ କଲେଜ କତ୍ତୃପକ୍ଷ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଠିକ୍ ସମୟରେ ସିଲାବସ୍ ଶେଷ କରିବା ପାଇଁ ଅନଲାଇନ କ୍ଲାସ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦିଆଯାଇଛି।

powered by social2s