ଆଜି ଓଡିଶାରେ ପହଁଚିବ ୩ ଲକ୍ଷ କୋଭିସିଲଡ୍ ଟିକା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଆଜି ରାଜ୍ୟରେ ୩ ଲକ୍ଷ ଡୋଜ କୋଭିସିଲଡ୍ କରୋନା ଟିକା ପହଁଚିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। 

ଆଜି ୭୦୦ ଟି କେନ୍ଦ୍ର ରେ ଟିକାକରଣ କରାଯିବ। 

ଗତକାଲି ୧୦୫୦ କେନ୍ଦ୍ର ରେ ଟିକାକରଣ ହୋଇଥିଲା। 

ଏବେ ସୁଦ୍ଧା ରାଜ୍ୟରେ ମୋଟ ୪୮,୧୦,୭୮୦ ଜଣ ଲୋକଙ୍କୁ କରୋନା ଟିକା ଦିଆଯାଇଛି।

 

powered by social2s