ଭୁବନେଶ୍ବର: ଭୁବନେଶ୍ବରରେ ଡିଜିଟାଲ ଆରେଷ୍ଟର ଶିକାର ହେଲେ ବରିଷ୍ଠ ନାଗରିକ। ଜଣେ ରିଟାର୍ଡ ଚାଟାର୍ଡ ଆକାଉଣ୍ଟାଣ୍ଟ ହେଲେ ଲୁଟ୍ର ଶିକାର। ଦୁଇଟି ପର୍ଯ୍ୟାୟରେ ଦେଢ଼ କୋଟି ଟଙ୍କା ଲୁଟ୍ ହୋଇଛି। କଷ୍ଟମ ବିଭାଗ ଅଧିକାରୀ ପରିଚୟ କହି କରିଥିଲେ ଡିଜିଟାଲ ଆରେଷ୍ଟ। ୧୦ ଦିନ ଧରି ସାଇବର ଠକ କରିଥିଲେ ଗୃହବନ୍ଦୀ। ଏନେଇ ସାଇବର ଥାନାରେ ଅଭିଯୋଗ ହୋଇଛି।
powered by social2s

