ଭୁବନେଶ୍ୱରରେ ୩୦୦୦ କୁ ବଢ଼ିବ ଦୈନିକ କୋଭିଡ ଟେଷ୍ଟିଙ୍ଗ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ୩୦୦୦ କୋଭିଡ ଟେଷ୍ଟ କରିବା ପାଇଁ ଲକ୍ଷ ରଖିଛନ୍ତି ଓଡିଶା ସରକାର। ଟେଷ୍ଟିଙ୍ଗ ବଢାଇବା ପାଇଁ ବିଏମସିକୁ ନିର୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ହୋମ ଇସଲେସନ ମନିଟରିଂ ପାଇଁ ନିୟୋଜିତ ହେବେ ୩୩ ଟି Rapid Response Team. ୧୯୨୯ କୁ କଲ କଲେ ୩୦ ମିନିଟ ରେ ରେ ସେବା ଦେବାକୁ ନିର୍ଦେଶ ଦେଲେ ମୂଖ୍ୟ ଶାସନ ସଚିବ।

powered by social2s