କଟକ: କାଲି ଗ୍ୟାଙ୍ଗଷ୍ଟର ହାଇଦର କୁ ୭ ଦିନିଆ ରିମାଣ୍ଡରେ ନେବ ପୋଲିସ। କଟକ ପୋଲିସକୁ ରିମାଣ୍ଡ ଅନୁମତି ଦେଲେ JMFC. ୧୦ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ। କୋଟରେ ହାଜର ପରେ ଚୌଦ୍ୱାର ଜେଲ ଗଲା ହାଇଦର।
powered by social2s