ଭୁବନେଶ୍ବରରେ ହ୍ରାସ ପାଉଛି ତାପମାତ୍ରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ବରରେ ହ୍ରାସ ପାଉଛି ତାପମାତ୍ରା। ଆଜି ୧୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ୪ ଦିନରେ ୪.୬ ଡିଗ୍ରୀ ହ୍ରାସ ପାଇଛି ତାପମାତ୍ରା। ନଭେମ୍ବର ୭ ତାରିଖରେ ସର୍ବନିମ୍ନ ତାପମାତ୍ରା ୨୦.୮ ଡିଗ୍ରୀ ରହିଥିଲା। ଚଳିତ ବର୍ଷ ଡେରିରେ ଆସି ଶୀଘ୍ର ଚାଲିଯାଇପାରେ ଶୀତ। ଏହା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

powered by social2s