ଭୁବନେଶ୍ବର: ଡିସେମ୍ବର ୧୭ ତାରିଖରେ ହେବ OTET-୨୦୨୫ ପରୀକ୍ଷା। ଏନେଇ BSE ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ଡିସେମ୍ବର ୧୭ରେ ଦୁଇଟି ସିଟିଂରେ ହେବ ପରୀକ୍ଷା। କାଲିଠାରୁ ଅନ୍ଲାଇନରେ ଆବେଦନ ଆରମ୍ଭ ହେବ। ଶେଷ ତାରିଖ ନଭେମ୍ବର ୨୫ ବୋଲି ସୂଚନା ମିଳିଛି। ୱେବସାଇଟ୍- http://bseodisha.ac.in ରେ ଲଗ୍ଇନ୍ କରି ଆବେଦନ କରିହେବ।
powered by social2s

