ଘାଟିରେ ଓଲଟିଲା ଅଟୋ, ୧୩ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ମୋହନା: ଗଜପତି ସୀମାନ୍ତ ଝଗଡ଼ାପଲ୍ଲୀ ନିକଟ ଘାଟିରେ ଅଟୋ ଓଲଟି ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ଭିତରୁ ୪ ଗୁରୁତରଙ୍କୁ ବ୍ରହ୍ମପୁର ଏମ୍‌କେସିଜି ସ୍ଥାନାନ୍ତର କରାଯାଇଛି। ତୁରିବୁଡ଼ି ପଞ୍ଚାୟତ କୁମ୍ଭିଖାଲକୁ ଭୋଜିରେ ଯୋଗ ଦେବାକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା।

powered by social2s