କଟକ: ଏବର୍ଷ ୮ ଦିନ ବଦଳରେ କଟକ ବାଲିଯାତ୍ରାକୁ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନଭେମ୍ବର ୧୩ ତାରିଖ ଯାଏ ଚାଲିବ ଐତିହାସିକ ବାଲିଯାତ୍ରା। ଶେଷ ଦିନରେ ଆସିବେ ଶ୍ରେୟା ଘୋଷାଲ।
powered by social2s