ଏସଆଇଙ୍କୁ ମାଡ଼: ୨ ଗିରଫ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ପୋଲିସ ଏସଆଇଙ୍କୁ ମାଡ଼ ଘଟଣାରେ ୨ ଜଣ ଗିରଫ ହୋଇଥିବା ଜଣାଯାଇଛି। ୨ ଅଭିଯୁକ୍ତଙ୍କୁ ଗିରଫ କଲା ଭରତପୁର ଥାନା ପୋଲିସ। ଏସଆଇ ପ୍ରଫୁଲ୍ଳ ପରିଡ଼ାଙ୍କୁ ମାଡ଼ ମାରିଥିଲେ ଅଭିଯୁକ୍ତ। ଘର ମାଲିକ ଟଙ୍କା ମାଗିବାକୁ ନେଇ ହୋଇଥିଲା ଗଣ୍ଡଗୋଳ। ବୁଝାସୁଝା ପାଇଁ ଯାଇଥିବା ପୋଲିସ। ଏସଆଇଙ୍କୁ ମାଡ଼ ମାରିଥିଲେ ଅଭିଯୁକ୍ତ। ଆକ୍ରମଣ ଘଟଣାରେ ସଂପୃକ୍ତ କିନ୍ନରକୁ ଖୋଜୁଛି ପୋଲିସ।

powered by social2s