ପାରାଦୀପ ସମୁଦ୍ରରେ ଛାୟା ସମରାଭ୍ଯାସ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପାରାଦୀପ: ଜଗତ୍ସିଂହପୁର ଜିଲ୍ଲା ପାରାଦୀପ ସମୁଦ୍ରରେ ଛାୟା ସମରାଭ୍ଯାସ ଆରମ୍ଭ ହୋଇଛି। ଭାରତୀୟ କୋଷ୍ଟ ଗାର୍ଡ ପକ୍ଷରୁ ଚାଲିଛି ଦିନିକିଆ ସମରାଭ୍ଯାସ। ଜଳପଥରେ ଅନୁପ୍ରବେଶ ରୋକିବା ଏହାର ଲକ୍ଷ୍ୟ।

powered by social2s