ଗଞ୍ଜାମ ଜିଲ୍ଲା ନାରାୟଣ ପାଟଣା ଗାଁ ମନ୍ଦିରରୁ ଏକାଧିକ ମୂର୍ତ୍ତି ଚୋରି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ନାରାୟଣ ପାଟଣା ଗାଁ ମନ୍ଦିରରୁ ଏକାଧିକ ମୂର୍ତ୍ତି ଚୋରି ହୋଇଛି। ଅଷ୍ଟଧାତୁରେ ନିର୍ମିତ ଲକ୍ଷ୍ମୀ ନାରାୟଣ ଓ ରାଧାକୃଷ୍ଣଙ୍କ ମୂର୍ତ୍ତି ଚୋରି ହୋଇଥିବା ସୂଚନା। ଚୋରି ହୋଇଥିବା ମୂର୍ତ୍ତିର ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ । ନାରାୟଣ ମନ୍ଦିରରେ ଶହ ଶହ ବର୍ଷ ଧରି ପୂଜା ପାଉଥିବା ମୂର୍ତ୍ତି ଚୋରି।

powered by social2s