ଡିସେମ୍ବର ଶେଷ ସପ୍ତାହରୁ ଆରମ୍ଭ ହେବ ପଥୋତ୍ସବ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଡିସେମ୍ବର ଶେଷ ସପ୍ତାହରୁ ଭୁବନେଶ୍ବରରେ ଆରମ୍ଭ ହେବ ପଥୋତ୍ସବ। ଡିସେମ୍ବର ଶେଷ ସପ୍ତାହ ଓ ଜାନୁଆରୀ ପ୍ରଥମ ଦୁଇ ସପ୍ତାହ ହେବ ଆୟୋଜିତ। ସକାଳ ୭ଟାରୁ ୧୦ଟା ଯାଏଁ ଚଳିବ ପଥୋତ୍ସବ। ଏନେଇ ଭୁବନେଶ୍ବର ମହାନଗର ନିଗମ କମିଶନର ଚଞ୍ଚଳ ରଣା ସୂଚନା ଦେଇଛନ୍ତି।

powered by social2s