ପବନରେ ବୁଲୁଛି କରୋନା ଡ୍ରପ୍ଲେଟ: ଓଡ଼ିଶା ସ୍ବାସ୍ଥ୍ୟ ନିର୍ଦେଶକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ପବନରେ ଆସୁଛି କରୋନା ଡ୍ରପ୍ଲେଟ ବୋଲି ସୂଚନା ଦେଇଛନ୍ତି ଓଡିଶା ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ପାଣିଗ୍ରାହୀ। ଛତିଶଗଡ଼ରୁ ଆସୁଥିବା ଲୋକଙ୍କ ଠାରୁ ସଂକ୍ରମଣ ବୃଦ୍ଧି ପାଉଛି। ନିହାତି କାମ ନଥିଲେ ଘରୁ ନ ବାହାରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ନାଇଟ କର୍ଫ୍ୟୁ ଅଛି ଭାବି ଦୋକାନ ବଜାର ଆଦିରେ ଭିଡ଼ ଯମାନ୍ତୁନି ବୋଲି ଜନ ସାଧାରଣଙ୍କୁ ଅପିଲ କରିଛନ୍ତି। ରାଜ୍ୟରେ କୋଭିଡ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ଅଛି ବୋଲି ପାଣିଗ୍ରାହୀ କହିଛନ୍ତି।

powered by social2s