ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ପୂଣ୍ୟ ତିଥିରେ ୱୀନର ଆସୋସିଏସନ୍ର ପ୍ରଣାମ ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର ତା ୧୭.୪.୨୧ ୱୀନର  ଆସୋସିଏସନ୍ ଶହୀଦନଗର ଠାରେ ଦେଶ ଓ ଜାତି ପାଇଁ ସମର୍ପିତ ଜନନେତା, ସ୍ବାଧୀନତା ସଂଗ୍ରାମର ଦୁର୍ଦ୍ଦଶ ଯୋଦ୍ଧା, ବିଶ୍ବର ସବୁଠାରୁ ଉଚ୍ଚତମ ବ୍ୟକ୍ତିତ୍ଵ, ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ପୂଣ୍ୟ ତିଥିରେ ପ୍ରଣାମ ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ଓ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରାଯାଇଥିଲା।

 

ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଅମରେଶ ଜେନା, ଶ୍ରୀ ନରେନ୍ ସାହୁ, ଉମାନାଥ ମିଶ୍ର, ଶ୍ରୀ ଶିବ ସୁଆର, ଶ୍ରୀନାରାୟଣ ମହାପାତ୍ର, ଲଲିତ ମୋହନ ପଣ୍ଡା,

ପ୍ରମୁଖ ଉପସ୍ଥିତ ରହିଥିଲେ। ତତତ୍ପରେ କଳାକାର ସଙ୍ଗୀତଜ୍ଞ ଶ୍ରୀ ଅଶୋକ ପରିଡ଼ା ଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ।

ଏହି ସଭାରେ କ୍ଲବର ଶ୍ରୀନିବାସ ରାଓ,ଲାଲା ରାୟ,ଭି ସନ୍ତୋଷ ରାଓ, ଜଳେନ୍ଦ୍ର ବେହେରା, ଶକ୍ତି ବେହେରା, ସୂର୍ଯ୍ୟ ପ୍ରଧାନ, ମନୋରଞ୍ଜନ ପଲେଇ, ଗୁରୁଦେବ ମହାନ୍ତି, ଗଣେଶ ରାଓ, ମଳୟ ଜେନା, ଶିବ ମହାରଣା, ଭବାନୀ ଶଙ୍କର ଜେନା, ରିସବ ପ୍ରତୀକ,ପ୍ରଭାତ ବେହେରା,ବିଭୁ ପଟନାୟକ ମଧ୍ୟ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

 

 

powered by social2s