ଆବାସ ଗୃହ ନାଁରେ ଠକେଇ ଅଭିଯୋଗ: ଅଙ୍ଗନବାଡି ଦିଦି ଗିରଫ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କରଞ୍ଜିଆ: ଆବାସ ଗୃହ ନାଁରେ ଠକେଇ କରି ଜଣେ ଅଙ୍ଗନବାଡି ଦିଦି ଗିରଫ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଚାଞ୍ଚବଣୀ ଗାଁ ଅଙ୍ଗନବାଡି କର୍ମୀଙ୍କ ସହ ଜଣେ ସହଯୋଗୀ ମହିଳା ଗିରଫ ହୋଇଥିବା ଜଣାପଡ଼ିଛି । ଉଭୟଙ୍କୁ ଗିରଫ କରି ଜେଲ ପଠାଇଲା ଠାକୁରମୁଣ୍ଡା ପୋଲିସ। ଠାକୁରମୁଣ୍ଡା, ଶୁକୃଳି ଓ ରରୁଆଁର ବିଭିନ୍ନ ମହିଳାଙ୍କୁ ଠକେଇ ଅଭିଯୋଗ ହୋଇଥିଲା।

powered by social2s