ଓଡ଼ିଶାରେ ଆଜିଠୁ ସମାନ୍ୟ କମିବ ଶୀତ ପ୍ରକୋପ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଆଜିଠୁ ୪ ଦିନ ପର୍ଯ୍ୟନ୍ତ ୨ରୁ ୪ ଡିଗ୍ରୀ ବଢିବ ଓଡ଼ିଶାର ତାପମାତ୍ରା। ଆଜିଠା‌ରୁ ରାଜ୍ୟରେ ଶୀତ ହାଲୁକା କମିବା ସମ୍ଭାବନା ରହିଛି। ରାତିର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ମଧ୍ୟରେ ରହିବା ଆଶଙ୍କା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

powered by social2s