ନୂଆ ରୂପ ପାଇବ ୪ ନମ୍ୱର ଆମିଷ ବଜାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ବର ୪ ନମ୍ୱର ଆମିଷ ବଜାର ପାଇବ ନୂଆ ରୂପ। ବଜାରରୁ ହଟିବ ସମସ୍ତ ଜବରଦଖଲ। ୪ ନମ୍ୱର ଆମିଷ ବଜାର ବୁଲିଲେ ମେୟର ସୁଲୋଚନା ଦାସ। ଭୁବନେଶ୍ବର ମହାନଗର ନିଗମ ଅଧିକାରୀଙ୍କ ସହ ସମୀକ୍ଷା ପରେ ମେୟର ସୂଚନା ଦେଇଛନ୍ତି ଯେ ନୂଆ ଦୋକାନ, ପାର୍କିଂ ଓ ରାସ୍ତା ତିଆରି କରାଯିବ। ଆମିଷ ଆବର୍ଜନାକୁ ଏଣେତେଣେ ନ ଫିଙ୍ଗିବାକୁ ତାଗିଦ କରିବା ସହ ପ୍ଲାଷ୍ଟିକ୍ ଡ୍ରମ୍‌ରେ ଆବର୍ଜନା ରଖିବାକୁ ନିର୍ଦ୍ଦେଶ ଦେଲେ ମେୟର।

powered by social2s