ଭୁବନେଶ୍ବର: କନ୍ଧମାଳ ଜିଲ୍ଲାରେ ଶୀତ ଲହରୀ ଜାରି ରହିଛି। ଜିଲ୍ଲାରେ ମେଘୁଆ ପାଗ ରହିଥିବାରୁ ଲୋକଙ୍କୁ ହାଡ଼ଭଙ୍ଗା ଶୀତରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। କୋହଲା ଶୀତ ଏବଂ କୁହୁଡ଼ିଆ ପାଗ ଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ରେକର୍ଡ କରାଯାଇଛି।
powered by social2s

