ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ତହସିଲ ଇଶ୍ଵରପୁର ଛକରେ ଏକ ଗୋରୁ ବୋଝେଇ କଣ୍ଟେନର ଜବତ କରାଯାଇଛି। ବେଆଇନ୍ ଭାବରେ ଭଦ୍ରକରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଗାଡ଼ି ଅଟକାଇଲେ ସ୍ଥାନୀୟ ଲୋକେ। ଖବର ପାଇ ଘଟଣାସ୍ଥଳରୁ ଗାଡ଼ି ଜବତ ସହ ଗୋ ଚାଲାଣରେ ସାମିଲ ଥିବା ତିନି ଜଣଙ୍କୁ ଅଟକ ରଖିଲା ପୋଲିସ୍।
powered by social2s

