ଭୁବନେଶ୍ବରରେ ଶିକ୍ଷକଙ୍କ ଅହୋରାତ୍ର ଧାରଣା ଜାରି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର : ଶୀତ ଓ କାକରକୁ ବେଖାତିର୍ କରି ଭୁବନେଶ୍ଵର ମହାତ୍ମା ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ଜାରି ରଖିଛନ୍ତି ଶିକ୍ଷକ। ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ୨୫,୦୦୦ ରୁ ଉର୍ଦ୍ଧ୍ୱ ଶିକ୍ଷକ। ଦୁଇ ଦଫା ଦାବି- ଗ୍ରେଡ୍ ପେ ବୃଦ୍ଧି ଓ ଠିକା ବ୍ୟବସ୍ଥା ଉଛେଦ- ନେଇ ଜାରି ରହିଛି ଆନ୍ଦୋଳନ।

powered by social2s