ଭୁବନେଶ୍ବର: ସ୍କୁଲ ଅଫ ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟ, ଜାଭିଅର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ବିଶ୍ୱବିଦ୍ୟାଳୟ (XIM University) HR Association XIMAHR ସହିତ ମିଶିତି ଏକ ସଫଳ କା ର୍ଯ୍ୟକ୍ରମ “KSHITIJ 2025” ଆୟୋଜନ କରିଥିଲା । ଏବା ର ଥିମ୍ ଥିଲା “The Skills-First Era: Redefining Talent in an AI-Transformed World”। କାର୍ଯ୍ୟକ୍ରମର ଆରମ୍ଭ Dr. Andrew Dutta, Dean, School of Human Resource Management, XIM Universityଙ୍କ ସ୍ଵାଗତ ଉଦ୍ବୋଧନ ସହ କରାଯାଇଥିଲା । ତା ପରେ Fr. S. Antony Raj SJ, Registrar, XIM Universityଙ୍କ ତରଫରୁ ଉଦ୍ଘାଟନୀ ଉଦ୍ବୋଧନ ହୋଇଥିଲା । Fr. Dr. K.S Casimir SJ, Vice Chancellor, XIM Universityଙ୍କ ଗରିମାମୟ ଉପସ୍ଥିତିରେ ଉଦ୍ଘାଟନୀ ଭାଷଣ ହୋ ଇଥିଲା । ଏହା ସହିତ Bobby Patnaik, President, NHRDN Bhubaneswar Chapter & AVP & HR Business Leader, Infosys ଙ୍କ ଦ୍ୱାରା କାର୍ଯ୍ୟକ୍ରମର context setting ପ୍ରଦାନ କରାଯାଇଥିଲା । ଏହି ଅନୁଷ୍ଠାନର ଜ୍ଞାନ ସହଭାଗୀ ଥିଲା NHRDN ଏବଂ sponsor ଥିଲା CureBay। Dean Dr. Andrew Dutta, AI transformation ବିଷୟରେ ପ୍ରସ୍ତାବନା ରଖି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ତା ପରେ Fr. S.Antony Raj SJ ଯୁବ ସମାଜକୁ ସ୍ୱାବଳମ୍ବୀ ହେବା ପାଇଁ ନିଜର କ୍ଷମତା କୁ ତିକ୍ଷ୍ଣ କରିବା, ଦକ୍ଷତା ଏବଂ ଡିଗ୍ରୀ ଙ୍କ ସମତା ବଜାୟ ରଖିବା ବିଷୟରେ ପ୍ରେରଣାଦାୟକ ବାର୍ତ୍ତା ଦେଇଥିଲେ । Bobby Patnaik VUCA worldରେ ନିଜର ମୂଳ୍ୟବୋଧ ଓ ଭିତିବୁଲିକର ମହତ୍ତ୍ ବିଷୟରେ କହିଥିଲେ ଏବଂ ଅତି ଆତ୍ମସନ୍ତୁଷ୍ଟ ହେବାର ଆପନାପ୍ରତି ସତର୍କ କରିଥିଲେ । ସମ୍ମାନନୀୟ Vice Chancellor Dr. Fr. K.S. Casimir SJ “learn to learn” ର ଦରକାର ଉପରେ ଜୋର ଦେଇ automation ଓ organizational agility ପ୍ରତି ହେଉଥିବା ପରିବର୍ତ୍ତନ ବିଷୟରେ ମୂଲ୍ୟବାନ ଭାବନା ବିଷୟରେ କହିଥିଲେ । Keynote Address ରେ Priyadarshi Mohapatra, Founder & CEO, CureBay, ଦକ୍ଷତା -ପ୍ରଥମ ଯୁଗରେ curiosity, decisiveness ଓ relevance ବଜାୟ ରଖିବା ର ମହତ୍ତ୍କୁ ଉଲ୍ଲେ ଖ କରିଥିଲେ । ସେ CureBay ର trust ଓ credibility ଉପରେ ଖା ଡ଼ିଥିବା ଭିତିସ୍ଥମ୍ଭ ବିଷୟରେ କହିଥିଲେ ଏବଂ AI ଓ empathy ମିଶି rural healthcareକୁ କିପରି ପରିବର୍ତ୍ତନ କରୁଛି ବିଷୟରେ ଆଲୋକପାତ କରିଥିଲେ। ଉଦ୍ଘାଟନୀ ଅନୁଷ୍ଠାନର ଶେଷରେ HRXpert, ବାର୍ଷିକ ପତ୍ରିକା ଉନ୍ମୋଚିତ ହୋଇଥିଲା, ଯା ହା XIM Universityର HR thought leadership ପ୍ରତି ସମର୍ପଣକୁ ପ୍ରକାଶ କରେ । ପ୍ୟାନେଲ୍ ଚର୍ଚ୍ଚା ସମୟରେ ନିପୁଣମାନେ AI କିପରି skills ଓ human capabilityକୁ ପୁନଃ ପରିଭାଷିତ କରୁଛି ତାହା ଉପରେ ଗଭୀର ଆଲୋଚନା କରିଥିଲେ । ସେମାନେ କହିଥିଲେ ଯେ Industrial Revolution ସମୟରୁ ପ୍ରଯୁକ୍ତି ପ୍ରତି ଭୟ ରହିଛି, କିନ୍ତୁ ନବୀନତା ସମଗ୍ର ଇତିହାସରେ ଅବସର ସୃଷ୍ଟି କରିଆସିଛି। ପ୍ୟାନେଲିଷ୍ଟ ମାନେ ଜୋର ଦେଲେ ଯେ AI କାମକୁ ବଦଳାଇ ଦେବ ନୁହେଁ , ବରଂ AI ସହିତ କାମ କରିପାରୁଥିବା ଲୋକଙ୍କୁ ଶକ୍ତିଶାଳୀ କରିଦେବ। Human-with-AI approach ଆଗାମୀ ଦଶକରେ ଅତ୍ୟାବଶ୍ୟକ ହେବ। ସେମାନେ green technology, smart systems, internal talent marketplaces କିପରି ଆଧୁନିକ ସଂ ଗଠନମା ନଙ୍କୁ agile କରୁଛି ସେ ବିଷୟରେ ଆଲୋକ ପକାଇଥିଲେ । ଶେଷରେ ସେମାନେ କହିଥିଲେ ଯେ emotional agility ଓ adaptability ହେଉଛି ଏବେ HR leaders ପାଇଁ ଅବିରତ ପରିବର୍ତ୍ତନ ସମୟରେ ସବୁଠୁ ଜରୁରୀ କ୍ଷମତା । Panelists ● Satyadeep Mishra – Chief Human Resources Officer, R Systems ● Saema Javed – Head of HR & Admin, India & Middle East, AIT Worldwide Logistics ● Sasanka Sekhar Pati – Head HR, Cozentus Technologies ● Annapurna A – Director, Global Learning & Talent Development; Head HR (India), Fime; Founder, Emotionalytics & Co. ● Dr. Dinesh Murugesan – Head, Global Capability Center, dsm-firmenich ● Shyam Sundar Choudhury – Chief Business HR (Odisha DISCOMs), Tata Power.
ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟରେ "KSHITIJ 2025” ଅୟୋଜିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

