ଦ୍ବାରଶୁଣି ଘାଟି ରାସ୍ତାରେ ଯାତାୟାତ ଉପରେ କଟକଣା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିର ଦ୍ବାରଶୁଣି ଘାଟି ରାସ୍ତାରେ ଯାତାୟାତ ଉପରେ ଲଗିଲା କଟକଣା। ୪୯ନଂ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ପାଇଁ କଟକଣା ଲାଗିଥିବା ଜଣାପଡ଼ିଛି। ଗୁରୁବାର ଓ ଶୁକ୍ରବାର ଦିନ ୧ଟାରୁ ଅପରାହ୍ନ ୪ଟା ଯାଏଁ ଯାତାୟାତ ବନ୍ଦ ରହିବ। ଆଜିଠୁ ଫେବ୍ରୁଆରୀ ୨୭ ପର୍ଯ୍ୟନ୍ତ ଜାରି ରହିବ କଟକଣା। ଜରୁରିକାଳୀନ ଗାଡ଼ିଗୁଡ଼ିକ ଅନୁମତି ପତ୍ର ନେଇ ଯାତାୟାତ କରିପାରିବେ।

powered by social2s