ଗେଷ୍ଟ ହାଉସରୁ ମୃତଦେହ ଉଦ୍ଧାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସରତ ଚନ୍ଦ୍ର ଭଟ୍ଟାଚାର୍ଯ୍ୟ। ଗେଷ୍ଟହାଉସରୁ ମୃତଦେହ ଉଦ୍ଧାର କଲା ମୈତ୍ରୀବିହାର ଥାନା ପୋଲିସ। ନାକରୁ ଫେଣ ଓ ପାଟିରୁ ରକ୍ତ ବାହାରୁଥିବାରୁ ବଢ଼ିଲା ସନ୍ଦେହ। ଡିସେମ୍ବର ୨୦ ତାରିଖରେ ଧଉଳି ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ ସରତଙ୍କ ସ୍ତ୍ରୀ। ୧୯ ତାରିଖରୁ ଘରୁ ଆସିବା ପରେ ବିଳମ୍ବ ହେବ ଫୋନ କରି ଜଣାଇଥିଲେ। ମୃତକ ସ୍ତ୍ରୀ ଜଣେ ଯୁବତୀଙ୍କ ନାମରେ ଆଣିଲେ ହତ୍ୟା ଅଭିଯୋଗ।

powered by social2s