ଘର ସହ ଜଳିଗଲେ ବୃଦ୍ଧ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବଡ଼ଗାଁ ପଞ୍ଚାୟତ ଜୁହା ଗାଁରେ ଘର ଭିତରେ ଜୀଅନ୍ତା ଜଳିଗଲେ ବୃଦ୍ଧ। ଅତ୍ୟଧିକ ଶୀତ ଯୋଗୁଁ ଘରେ ନିଆଁ ଜାଳି ଶୋଇଥିଲେ ବୃଦ୍ଧ। ଚାଳ ଛପର ଘର ହୋଇଥିବାରୁ ନିଆଁ ଲାଗି ଯାଇଥିଲା ।

powered by social2s