ବିନା ଭକ୍ତରେ ଗଡ଼ିଲା ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ଭୁବନେଶ୍ୱର: ବିନା ଭକ୍ତରେ ଗଡ଼ିଲା ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ। ପ୍ରାୟ ୫୦ ମିନିଟ ବିଳମ୍ବିତରେ ଆରମ୍ଭ ହେଲା ରଥଟଣା।
ଅପରାହ୍ନ ୩:୩୦ ରେ ରଥଟଣା ଆରମ୍ଭ ହେବାପାଇଁ ନୀତି ନିର୍ଘଣ୍ଟ ହୋଇଥିଲା। 
 
ସୀମିତ ସେବାୟତ ରଥଟଣା ରେ ନିୟୋଜିତ।
powered by social2s