ଆଜି ପବିତ୍ର ବଡ଼ଦିନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଆଜି ପବିତ୍ର ବଡ଼ଦିନ। ଧରାବତରଣ କଲେ ପ୍ରଭୁ ଯୀଶୁ। ସାରା ଓଡ଼ିଶାର ବିଭିନ୍ନ ଚର୍ଚ୍ଚରେ ଭିଡ଼ ପରିଲକ୍ଷିତ ହୋଇଛି। ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ପରସ୍ପରକୁ ଶୁଭେଚ୍ଛା ଜଣାଇଲେ ଖ୍ରୀଷ୍ଟ ଧର୍ମାବଲମ୍ବୀ। ରଙ୍ଗୀନ ଆଲୋକମାଳାରେ ଝଲସୁଛି ସମସ୍ତ ଚର୍ଚ୍ଚ। ଭୁବନେଶ୍ବର କ୍ୟାଥୋଲିକ ଚର୍ଚ୍ଚ ଓ ୟୁନିଅନ ଚର୍ଚ୍ଚରେ ସକାଳୁ ପ୍ରବଳ ଭିଡ ଦେଖିବାକୁ ମିଳିଛି।

powered by social2s