ଖୁବ୍ ଶୀଘ୍ର ସରକାରୀ ଓକିଲ ନିଯୁକ୍ତି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ଵର: ଖୁବ୍ ଶୀଘ୍ର ଓଡ଼ିଶାର ସବୁ ଜିଲ୍ଲାରେ ନିଯୁକ୍ତି ପାଇବେ ସରକାରୀ ଓକିଲ । ପ୍ରାୟ ସବୁ ଜିଲ୍ଲାରେ ସରକାରୀ ଓକିଲ ନିଯୁକ୍ତି ସରିଛି, କିଛି ଜିଲ୍ଲା ବାକି ଅଛି। ରାଜ୍ଯ ସରକାରଙ୍କ ପାଖରେ ଅନୁମୋଦନ ସରିଛି, କେବଳ ବିଜ୍ଞପ୍ତି ପ୍ରକାଶ ପାଇବା ବାକି ଅଛି। କିଛି ଜିଲ୍ଲାରେ ଥିବା ସମସ୍ୟା ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ସମାଧାନ ହୋଇଛି। ଖୁବ୍ ଶୀଘ୍ର ବାକି ଥିବା ସରକାରୀ ଓକିଲ ନିଯୁକ୍ତି ପାଇବେ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

powered by social2s