ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି। ମାଆ ହେଲା ନାଲି ବାଘୁଣୀ ଜୟଶ୍ରୀ। ୩ଟି ଶାବକ ଜନ୍ମ ଦେଲା ଜୟଶ୍ରୀ। ଦୁର୍ଭାଗ୍ୟବଶତଃ ଦୁଇ ଶାବକ ପ୍ରାଣ ହରାଇଛନ୍ତି। ଏହା ସହ ନନ୍ଦନକାନନରେ ବାଘ ସଂଖ୍ୟା ୨୯ କୁ ବୃଦ୍ଧି ପାଇଛି।
powered by social2s