ଭୁବନେଶ୍ବର: ଓଡ଼ିଶାର ୧୨ ଜିଲ୍ଲାରେ ଘନ କୁହୁଡିର ଅସ୍ତରଣ ଦେଖିବାକୁ ମିଳିଛି। କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ ଏବଂ ଦେବଗଡ଼ର ବିଭିନ୍ନ ସ୍ଥାନରେ ଘନ କୁହୁଡି ପରିସ୍ଥିତି ସୃଷ୍ଟି ହୋଇଛି। ରାଉରକେଲାରେ ଘନ କୁହୁଡି ସହ ଦୃଶ୍ୟମାନ ଦୂରତା ୫୦ ମିଟର ରହିଥିବା ସୂଚନା। ଝାରସୁଗୁଡାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୬.୨ ଡିଗ୍ରୀ ରେକର୍ଡ କରାଯାଇଛି। ୧୫ବର୍ଷରେ ରେକର୍ଡ ହେଲା ଡ଼ିସେମ୍ବରର ତୃତୀୟ ଥଣ୍ଡା ରାତି।
powered by social2s

