ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ମଇଁଦା ଛକ ନିକଟରୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏକ ଏଟିଏମ୍ ତାଡ଼ି ନେଲେ ଦୁର୍ବୃତ୍ତ। ଆଜି ସକାଳେ ବହୁ ଖୋଜାଖୋଜି ପରେ ବିଲରୁ ଏଟିଏମ୍ ଓ ଅଟୋ ଉଦ୍ଧାର କଲା ପୋଲିସ୍। ଗତକାଲି ବିଳମ୍ବିତ ରାତିରେ ଏକ ଅଟୋ ସାହାଯ୍ୟରେ ଟଙ୍କା ଭର୍ତ୍ତି ଏଟିଏମ୍ ଲୁଟ୍ ହୋଇଥିଲା। ଲୁଟ୍ ବେଳେ ଏଟିଏମ୍ ରେ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ଥିବା ସୂଚନା।
powered by social2s

