ଆଜି ପୌଷ ପୂର୍ଣ୍ଣିମା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଆଜି ପୌଷ ପୂର୍ଣ୍ଣିମା। ପୁରୀ ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କର ପୁଷ୍ୟାଭିଷେକ ନୀତି। ୧୦୮ ଗରା ଘିଅ ମିଶ୍ରିତ ଜଳରେ ଅଭିଷେକ ହେବେ ମହାପ୍ରଭୁ। ରତ୍ନସିଂହାସନରେ ଦିବ୍ୟ ଦୁର୍ଲଭ ସୁନାବେଶ ଦର୍ଶନ ଦେବେ ଶ୍ରୀଜିଉ। ବର୍ଷକୁ ମହାପ୍ରଭୁଙ୍କର ୫ ଥର କରାଯାଏ ସୁନାବେଶ। ରତ୍ନ ସିଂହାସହନରେ ୪ ଥର, ରଥ ଉପରେ ଥରେ ସୁନାବେଶ ହୋଇଥାଏ।

powered by social2s