ଭୁବନେଶ୍ବର: ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହେବା ପରେ ଆମ ବସ୍ ଡ୍ରାଇଭରଙ୍କୁ ଗିରଫ କଲା ପୋଲିସ। ଭୁବନେଶ୍ବର ରୁପାଲି ଛକରେ ଦୁର୍ଘଟଣା ଘଟିଥିଲା। ଆଜି ସକାଳେ ଅଟୋକୁ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
powered by social2s

