ଭୁବନେଶ୍ବରରୁ ୨୬ ଲକ୍ଷର ଧଳାଜହର ଜବତ, ତିନି ଗିରଫ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ଵର: ଭୁବନେଶ୍ବର ଫରେଷ୍ଟ ପାର୍କ ଅଞ୍ଚଳରୁ ୨୬୫ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରାଯାଇଛି। ୩ ଜଣ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଗିରଫ କଲା ଅବକାରୀ ବିଭାଗ । ବେପାରୀ ସୁକାନ୍ତ ନାୟକ, ସନ୍ତୋଷ ନାୟକ ଓ ଦେବୀପ୍ରସାଦ ଦାସ ଗିରଫ ହୋଇଥିବା ସୂଚନା।

powered by social2s