ଗଞ୍ଜାମ ଜିଲ୍ଲାରେ ଲୋକଙ୍କୁ ଧର୍ମାନୁଷ୍ଠାନ ମନା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଲୋକଙ୍କ ପାଇଁ ଧର୍ମାନୁଷ୍ଠାନ ମନା। କେବଳ ପୂଜକ କରିପାରିବେ ପୂଜାର୍ଚ୍ଚନା। ସେହିପରି ପାର୍କ, ସମୁଦ୍ର କୁଳ, ଖେଳ ପଡିଆ, ଆଦି ସ୍ଥାନକୁ ଯିବାକୁ ବାରଣ। କରୋନା ସଂକ୍ରମଣ ଦୃଷ୍ଟିରୁ ଏପ୍ରିଲ ୨୪ ରୁ ମେ ୧୫ ଯାଏଁ କଟକଣା ଲାଗୁ।

powered by social2s