ପହଞ୍ଚିଲା ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ମାଉସୀମା ମନ୍ଦିର ନିକଟରେ ପହଞ୍ଚିଲା ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ। ରାତି ହୋଇଯିବାରୁ ଗତକାଲି ଗୋସାଗରେଶ୍ୱର ଛକ ନିକଟରେ ଅଟକି ଥିଲା ରୁକୁଣା ରଥ। ଏ ବର୍ଷ ବିନା ଭକ୍ତରେ ହେଲା ରୁକୁଣା ରଥଯାତ୍ରା। ସେବାୟତ ଓ ପୋଲିସ କର୍ମଚାରୀ ଟାଣିଲେ ରଥ। ଶୃଙ୍ଖଳିତ ରଥଯାତ୍ରା ପାଇଁ ସେବାୟତ ଓ ପୋଲିସ କୁ ଧନ୍ୟବାଦ ଦେଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଏପ୍ରିଲ ୨୪ ରେ ହେବ ପ୍ରଭୁ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା।

powered by social2s