ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଜାତୀୟ ରାଜପଥ ୫୫ ନକ୍ସପାଲି ନିକଟରେ ଦୁର୍ଘଟଣା ଘଟିଛି। ଟ୍ରକ୍ ପଛକୁ ପିଟିଲା କାର୍। ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି। ୨ ଗୁରୁତର ସଦର ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ମୃତାହତ ସୁନ୍ଦରଗଡ଼ର ସୂଚନା।
powered by social2s

