ଅନୁଗୁଳ: ପ୍ରଦୂଷଣ ପ୍ରତିହତ ଦିଗରେ ଅନୁଗୁଳ ପ୍ରଶାସନ ବଡ଼ ପଦକ୍ଷେପ ନେଇଛି। ବଡ଼ବଡ଼ ଶିଳ୍ପାନୁଷ୍ଠାନର ପାଉଁଶ ଗାଡି ଚଳାଚଳ ଉପରେ ରୋକ ଲଗାଯାଇଛି। କଣିହାଁରେ ଥିବା ବୃହତ ଶିଳ୍ପର ପାଉଁଶ ଗାଡି ଚଳାଚଳ ଉପରେ ଲାଗିଛି କଟକଣା। ୧୨ ତାରିଖ ପର୍ଯ୍ୟନ୍ତ ବିଏନଏସ ୧୬୩ ଆଧାରରେ କଟକଣା ଲାଗୁ ହୋଇଛି।
powered by social2s

