ପୁରୀ: ପୁରୀ ଭକ୍ତ ନିବାସରେ ପାର୍କିଂ ଫି ବୃଦ୍ଧି କରାଯାଇଛି। ୪ ଚକିଆ ଗାଡ଼ିର ପାର୍କିଂ ଫି ବୃଦ୍ଧି ହୋଇଥିବା ଜଣାପଡ଼ିଛି। ଭକ୍ତ ନିବାସରେ ପାର୍କିଂ ଫି ୫୦୦ ଟଙ୍କା କରାଯାଇଛି। ୨୪ ଘଣ୍ଟା ପାଇଁ ଦେବାକୁ ହେବ ୫୦୦ ଟଙ୍କା।
powered by social2s