ଭୁବନେଶ୍ବର: ସ୍ଥଗିତ ରହିଲା ଓଡ଼ିଶାରେ ଚାଲିଥିବା ଡାକ୍ତର ସଂଘର ଆନ୍ଦୋଳନ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ବୈଠକ ପରେ ଆନ୍ଦୋଳନରୁ ଓହରିଲା ଓମସା। ସକାରାତ୍ମକ ଆଲୋଚନା ହୋଇଥିବା ଓମ୍ସା ପକ୍ଷରୁ ମିଳିଛି ସୂଚନା। ଆସନ୍ତାକାଲିଠୁ ସବୁ କିଛି ସେବା ସ୍ଵାଭାବିକ ହେବ।
powered by social2s